ବିଶ୍ୱଶୀର୍ଷ ଖବର
Trending

ଆମେରିକା ସରକାରରେ ସାମିଲ ହେଲେ ଏଲନ ମସ୍କ

ଟ୍ରମ୍ପଙ୍କ ପସନ୍ଦ ଭିଭିଆଇପି

ଆମେରିକା କ୍ୟାବିନେଟ୍ ପାଇଁ ଟ୍ରମ୍ପଙ୍କ ପସନ୍ଦ ଭିଭିଆଇପି । ଆମେରିକା ସରକାରରେ ସାମିଲ ହେଲେ ଟେସ୍‌ଲାର ସିଇଓ ଏଲନ ମସ୍କ । ସେହିପରି ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦିଆଯାଇଛି। ଏଲନ ମସ୍କ ଓ ରାମାସ୍ୱାମୀଙ୍କୁ ଡିପାର୍ଟମେଣ୍ଟ୍‌ ଅଫ୍‌ ଗମେଣ୍ଟ୍‌ ଏଫିସେନ୍ସି (ଡିଓଜିଇ) ବିଭାଗର ନେତୃତ୍ୱ ନେବେ।ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ଜାନୁଆରି ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ ଟ୍ରମ୍ପ ନିଜର ଟିମ୍ ଗଠନରେ ଲାଗି ପଡ଼ିଛନ୍ତି।ଏକ ବିବୃତି ଜାରି କରି ଟ୍ରମ୍ପ୍‌ କହିଛନ୍ତି, ‘‘୫୩ ବର୍ଷୀୟ କୋଟିପତି ଏଲନ ମସ୍କ ଓ ୩୯ ବ‌ର୍ଷୀୟ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ ବାହାରୁ ହ୍ବାଇଟ୍‌ ହାଉସ୍‌ ପାଇଁ କାମ କରିବେ।’’

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!