ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ବସିବ । ଅପରାହ୍ନ ୪ଟାରେ ଏ ବୈଠକ ବସିବାକୁ କାର୍ଯ୍ୟସୂଚି ଧାର୍ଯ୍ୟ ହୋଇଛି । ନିର୍ଦ୍ଦିଷ୍ଟ ଭାବେ ଏଜେଣ୍ଡା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସରକାର ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ଯାଉଥିବାରୁ କ୍ୟାବିନେଟ୍ ଏ ପ୍ରସ୍ତାବରେ ମୋହର ମାରିପାରେ । ଏ ସଂପର୍କିତ ବିଜ୍ଞପ୍ତି ବିଧିବଦ୍ଧ ଜାରି ହୋଇଛି । ଏହାଛଡ଼ା ଅନ୍ୟ କିଛି ବିଭାଗର ପ୍ରସ୍ତାବରେ ମଧ୍ୟ କ୍ୟାବିନେଟ୍ ମୋହର ବାଜିବ
Related Articles
ପାପଡାହାଣ୍ଡିରେ ଅଭାବନୀୟ ଘଟଣା !ଶବକୁ ମିଳୁନି ଜାଗା I ପ୍ରଶାସନ ହସ୍ତକ୍ଷପ ପରେ ବି ଘରେ ପଡିଛି ଶବ
October 29, 2024
ଡମଣାରେ ଦୁବାଇର ପ୍ରସିଦ୍ଧ ମୀରାକ୍ୟାଲ ଗାର୍ଡେନ ତୋରଣ
October 11, 2024
Check Also
Close
-
ତିରୁପତି ଲଡୁ ବିବାଦକୁ ନେଇ ପବନ କଲ୍ୟାଣଙ୍କୁ ଟାର୍ଗେଟ କଲେ ପ୍ରକାଶ ରାଜ୍September 21, 2024