ବିଶେଷରାଜନୀତିରାଷ୍ଟ୍ରଶୀର୍ଷ ଖବରସଂସ୍କୃତି
Trending

ରାଷ୍ଟ୍ରପତି ଭବନରେ କୋଣାର୍କ ଚକ୍ର I

ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ କୋଣାର୍କ ଚକର ଚାରିଟି  ପ୍ରତିକୃତି ସ୍ଥାପିତ ହୋଇଛି। ଏଗୁଡ଼ିକୁ ବାଲୁକା ପଥରରେ ନିର୍ମାଣ କରାଯାଇଛି। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ସ୍ଥାପିତ ଏହି ସବୁ ଚକ ଭାରତର ସମୃଦ୍ଧ ଐତିହାସିକ… ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ କୋଣାର୍କ ଚକର ଚାରିଟି  ପ୍ରତିକୃତି ସ୍ଥାପିତ ହୋଇଛି। ଏଗୁଡ଼ିକୁ ବାଲୁକା ପଥରରେ ନିର୍ମାଣ କରାଯାଇଛି। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ସ୍ଥାପିତ ଏହି ସବୁ ଚକ ଭାରତର ସମୃଦ୍ଧ ଐତିହାସିକ କୀର୍ତ୍ତିକୁ ପ୍ରର୍ଦଶନ ଓ ପ୍ରୋତ୍ସାହିତ କରିବ। ରାଷ୍ଟ୍ରପତି ଭବନରେ ପାରମ୍ପରିକ ଓ ଐତିହାସିକ ଉପାଦାନଗୁଡ଼ିକୁ ପରିଚିତ କରାଇବା ପାଇଁ  ନିଆଯାଉଥିବା ଅନେକ ପଦକ୍ଷେପର ଏହା ଏକ ଅଂଶ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!