ଓଡିଶାଟ୍ୱିନ ସିଟିରାଜ୍ୟଶୀର୍ଷ ଖବରସଂସ୍କୃତି
Trending

ସବୁଠୁ ସୁନ୍ଦର ନୟାପଲ୍ଲୀ ତୋରଣ

ଓଡ଼ିଶାର କଲା, ସଂସ୍କୃତି ଓ ଟେରାକୋଟାର  ଝଲକ

ଶାରଦୀୟ ପୂଜା ଲାଗି ଉତ୍ସବ ମୁଖର ରାଜଧାନୀ। ଦେଶ, ବିଦେଶ ର ମନ୍ଦିର ଓ ପ୍ୟାଲେଶକୁ ନେଇ ଭୁବନେଶ୍ୱର ତିଆରି ହୋଇଛି ତୋରଣ।  ଭୁବନେଶ୍ୱର ବାସିନ୍ଦାଙ୍କ ଲାଗି ନୂଆ କରି କାଳ୍ପନିକ ତୋରଣ ଭେଟି ଦେଇଛି ନୂଆପଲି ପୂଜା କମିଟି। ତୋରଣରେ ଓଡ଼ିଶାର କଲା, ସଂସ୍କୃତି ଓ ଟେରାକୋଟାର  ଝଲକ।  ବତା , ବାଉଁଶ ଓ ମାଟି ଘୋଡ଼ା ରେ ତିଆରି ହୋଇଛି ପୁରା ତୋରଣ।

 

 

ଲାଲ ରଙ୍ଗର ତୋରଣ ହୋଇଥିବାରୁ ମଣ୍ଡପଟି ନବ ବଧୂ ପରି ସଜେଇ ହୋଇଛି। 80 ଫୁଟର ଉଚ୍ଚତା ଓ 120 ଫୁଟ ଚଉଡା ରହିଛି।  ଜାତୀୟ ରାଜପଥ କଡ଼ରେ ହେଉଥିବାରୁ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ କମିଟି ଅଧିକ ଧ୍ୟାନ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!