ପୁରୀରେ ବୋମାମାଡ। ବୋମାମାଡରେ ବାପ ପୁଅ ଆହତ ହୋଇଛନ୍ତି । ବଳିଆପଣ୍ଡା ଥାନା ଅନ୍ତର୍ଗତ ଜନମଙ୍ଗଳ ଲେନରେ ୨ ଟି ବୋମା ମାଡରେ ବାପ ପୁଅ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ସଦର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଵୋମାମାଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ସନ୍ଦେହ କରାଯାଉଛି । ବଳିଆପଣ୍ଡା ଥାନା ପୋଲିସର ତଦନ୍ତ ଆରମ୍ଭ।
Check Also
Close
-
ରାଜଧାନୀର ରାଜପଥରେ ଆତଙ୍କSeptember 16, 2024